ମକା ଆଧାର ଦିଗବାରେଣି ମେନୁ
ଭାରତhttp://www.iimr.res.in/
(function()var node=document.getElementById("mw-dismissablenotice-anonplace");if(node)node.outerHTML="u003Cdiv class="mw-dismissable-notice"u003Eu003Cdiv class="mw-dismissable-notice-close"u003E[u003Ca tabindex="0" role="button"u003Eଖାରଜu003C/au003E]u003C/divu003Eu003Cdiv class="mw-dismissable-notice-body"u003Eu003Cdiv id="localNotice" lang="or" dir="ltr"u003Eu003Cpu003Eu003Cbr /u003Enu003C/pu003Enu003Ccenteru003Enu003Cpu003Eu003Ca href="/wiki/%E0%AC%B8%E0%AC%B9%E0%AC%AF%E0%AD%8B%E0%AC%97:%E0%AC%93%E0%AC%A1%E0%AC%BC%E0%AC%BF%E0%AC%86%E0%AC%B0%E0%AD%87_%E0%AC%9F%E0%AC%BE%E0%AC%87%E0%AC%AA_%E0%AC%95%E0%AC%BF%E0%AC%AA%E0%AC%B0%E0%AC%BF_%E0%AC%95%E0%AC%B0%E0%AC%BF%E0%AC%AC%E0%AD%87" title="ସହଯୋଗ:ଓଡ଼ିଆରେ ଟାଇପ କିପରି କରିବେ"u003Eu003Cimg alt="Keyboard icon1.png" src="//upload.wikimedia.org/wikipedia/commons/thumb/5/59/Keyboard_icon1.png/60px-Keyboard_icon1.png" decoding="async" width="60" height="36" srcset="//upload.wikimedia.org/wikipedia/commons/thumb/5/59/Keyboard_icon1.png/90px-Keyboard_icon1.png 1.5x, //upload.wikimedia.org/wikipedia/commons/thumb/5/59/Keyboard_icon1.png/120px-Keyboard_icon1.png 2x" data-file-width="346" data-file-height="207" /u003Eu003C/au003Eu0026#160;u0026#160; u003Ca href="/wiki/%E0%AC%89%E0%AC%87%E0%AC%95%E0%AC%BF%E0%AC%AA%E0%AC%BF%E0%AC%A1%E0%AC%BC%E0%AC%BF%E0%AC%86:%E0%AC%9A%E0%AC%BE%E0%AC%9F%E0%AC%B8%E0%AC%AD%E0%AC%BE" title="ଉଇକିପିଡ଼ିଆ:ଚାଟସଭା"u003Eu003Cimg alt="Odia Wikipedia sitenotice.png" src="//upload.wikimedia.org/wikipedia/commons/thumb/7/7a/Odia_Wikipedia_sitenotice.png/500px-Odia_Wikipedia_sitenotice.png" decoding="async" width="500" height="46" srcset="//upload.wikimedia.org/wikipedia/commons/thumb/7/7a/Odia_Wikipedia_sitenotice.png/750px-Odia_Wikipedia_sitenotice.png 1.5x, //upload.wikimedia.org/wikipedia/commons/thumb/7/7a/Odia_Wikipedia_sitenotice.png/1000px-Odia_Wikipedia_sitenotice.png 2x" data-file-width="2140" data-file-height="198" /u003Eu003C/au003Enu003C/pu003Enu003C/centeru003Eu003C/divu003Eu003C/divu003Eu003C/divu003E";());
ମକା
Jump to navigation
Jump to search
ବିଶ୍ୱ ଓ ଭାରତରେ ମକ୍କା ଏକ ମୁଲ୍ୟବାନ୍ ଫସଲ |ଏହାର ଉତ୍ପାଦନର ୨୫% ମାନବ ଆହାର, ୧୨% ପଶୁ ଆହାର,୪୯% କୁକୁଡା ଆହାର, ୧୨% ବାଣିଜ୍ୟ ଲାଗି,୧% ଷ୍ଟାଚ୍ଚ୍ ଓ ୧% ମଞ୍ଜି ରୂପରେ ବ୍ୟବହାର କରାଯାଏ |ଏହା ଛଡା ମକ୍କାର ଉପଯୋଗ କର୍ନ୍ ଫ୍ଲେକ୍ସ୍, ତେଲ, ଷ୍ଟାର୍ଚ୍ଚ୍, ପଫ୍ କର୍ନ୍, ଆଲକୋହଲ୍, ଜୈବିକ ଇନ୍ଧନ ଆଦି ରୂପରେ କରାଯାଏ |
ବିଶ୍ୱର ଖାଦ୍ୟ ଶସ୍ୟ ଉତ୍ପାଦନରେ ମକ୍କାର ୨୫% ଯୋଗଦାନ ରହିଛି| ଚାଷ ଜମିର ଆକାରକୁ ନେଇ ତୁଳନା କଲେ, ପ୍ରଧାନ ଫସଲମାନଙ୍କ ମଧ୍ୟରେ ମକ୍କା ତୃତୀୟ ସ୍ଥାନ ଅଧିକର କରିଛି | ଭାରତରେ ମକ୍କାର ରକବା ୮୫୯ ମିଲିୟନ୍ ହେକ୍ଟର୍ ତଥା ଓସତ୍ ଉତ୍ପାଦକତା ୨୫୪ କୁଇଣ୍ଟାଲ୍ ପ୍ରତି ହେକ୍ଟର୍ ଅଟେ |
ଓଡ଼ିଶାରେ ମକ୍କା ଚାଷ ୧।୭୯ ଲକ୍ଷ୍ୟ ହେକ୍ଟର୍ ଜମିରେ କରାଯାଏ ଓ ଏହାର ଓସତ୍ ଉତ୍ପାଦକତା ୨୦ କୁଇଣ୍ଟାଲ୍ ପ୍ରତି ହେକ୍ଟର୍ ଅଟେ | ଓଡ଼ିଶାରେ ଅଳ୍ପ ଉତ୍ପାଦକତାର ପ୍ରମୁଖ କାରଣଗୁଡିକ ମଧ୍ୟରେ , ଉନ୍ନତଶୀଳ ମକ୍କା ପ୍ରଜାତିର ପ୍ରୟୋଗ ନକରିବା, ସାରର କମ୍ ଓ ଅସନ୍ତୁଳିତ ମାତ୍ରାରେ ପ୍ରୟୋଗ, ଧାଡିକୁ ଧାଡି ଓ ଗଛ-ଗଛ ମଧ୍ୟରେ ଉପଯୁକ୍ତ ବ୍ୟବଧାନ ବିଷୟରେ ସ୍ୱଳ୍ପ ଗ୍ୟାନ ଅନ୍ୟତମ ।
ସମଗ୍ର ଦେଶରେ ମକ୍କା ସ୍ୱାଦିଷ୍ଟ ଓ ପୃଷ୍ଟିକର ଚାରା ଯୋଗାଏ, ଯାହା ପଶୁମାନଙ୍କ ବିକାଶ ଲାଗି କୌଣସି ସ୍ତରରେ ଖାଇବାକୁ ଦେଇ ହେବ। ଏଥିରୁ ସବୁଜ ବା ସୁଖିଲା ସାଇଲେଜ୍ ପ୍ରସ୍ତୁତ ହୁଏ ଯାହାକୁ ଚାର ରୂପରେ ଦେଇ ହେବ।
ଆଧାର
http://www.iimr.res.in/
(RLQ=window.RLQ||[]).push(function()mw.config.set("wgPageParseReport":"limitreport":"cputime":"0.040","walltime":"0.070","ppvisitednodes":"value":119,"limit":1000000,"ppgeneratednodes":"value":0,"limit":1500000,"postexpandincludesize":"value":4257,"limit":2097152,"templateargumentsize":"value":135,"limit":2097152,"expansiondepth":"value":12,"limit":40,"expensivefunctioncount":"value":0,"limit":500,"unstrip-depth":"value":0,"limit":20,"unstrip-size":"value":0,"limit":5000000,"entityaccesscount":"value":0,"limit":400,"timingprofile":["100.00% 52.335 1 ଛାଞ୍ଚ:ଆଧାର_ନାହିଁ","100.00% 52.335 1 -total"," 55.34% 28.962 1 ଛାଞ୍ଚ:Ambox"," 35.51% 18.583 1 ଛାଞ୍ଚ:DMCA"," 30.62% 16.027 1 ଛାଞ୍ଚ:Dated_maintenance_category"," 23.85% 12.482 1 ଛାଞ୍ଚ:FULLROOTPAGENAME"," 16.49% 8.629 1 ଛାଞ୍ଚ:Ns_has_subpages"],"scribunto":"limitreport-timeusage":"value":"0.010","limit":"10.000","limitreport-memusage":"value":806785,"limit":52428800,"cachereport":"origin":"mw1244","timestamp":"20190614081002","ttl":2592000,"transientcontent":false););"@context":"https://schema.org","@type":"Article","name":"u0b2eu0b15u0b3e","url":"https://or.wikipedia.org/wiki/%E0%AC%AE%E0%AC%95%E0%AC%BE","sameAs":"http://www.wikidata.org/entity/Q11575","mainEntity":"http://www.wikidata.org/entity/Q11575","author":"@type":"Organization","name":"Contributors to Wikimedia projects","publisher":"@type":"Organization","name":"Wikimedia Foundation, Inc.","logo":"@type":"ImageObject","url":"https://www.wikimedia.org/static/images/wmf-hor-googpub.png","datePublished":"2017-09-11T14:58:03Z","dateModified":"2018-12-15T19:49:33Z"(RLQ=window.RLQ||[]).push(function()mw.config.set("wgBackendResponseTime":136,"wgHostname":"mw1262"););