Skip to main content

ସୂର୍ଯ୍ୟ ଦେବତା ବିଷୟସୂଚୀ ପୂଜା ଗ୍ରନ୍ଥମାନଙ୍କରେ ସୂର୍ଯ୍ୟଙ୍କ ବର୍ଣ୍ଣନା ସୂର୍ଯ୍ୟ ମନ୍ଦିର ରଥଯାତ୍ରା ଆଧାର ଦିଗବାରେଣି ମେନୁ"ମହା ବିଷୁବ ସଂକ୍ରାନ୍ତିର ବୈଶିଷ୍ଟ୍ୟ (ଭାଗ ୧)"

ହିନ୍ଦୁ ଦେବତା


କାଶ୍ୟପଙ୍କଅଦିତିଙ୍କବିଶ୍ୱକର୍ମାଙ୍କରସଂଜ୍ଞାମନୁଯମଯମୁନାଛାୟାଶନିଙ୍କତପତିସୁଗ୍ରୀବକର୍ଣ୍ଣଗରୁଡ଼ଙ୍କଅରୁଣପଶ୍ଚିମ ବଙ୍ଗରେମୁର୍ଶିଦାବାଦରେକୋଣାର୍କରେକୁନ୍ତୀପିଙ୍ଗଳାଗାୟତ୍ରୀସାବିତ୍ରୀସରସ୍ୱତୀବ୍ରାହ୍ମଣମାନେଗାୟତ୍ରୀ ମନ୍ତ୍ରରେନାରାୟଣଲାଙ୍ଗୁଳା ନରସିଂହଦେବଙ୍କଦ୍ୱାରାକୋଣାର୍କରଶାମ୍ବକୁଷ୍ଠବୁଗୁଡ଼ାଭଦ୍ରକକାଶ୍ମୀରରମାର୍ତ୍ତଣ୍ଡ ମନ୍ଦିରଚନ୍ଦ୍ରଭାଗାମାଘ ସପ୍ତମୀସୂର୍ଯ୍ୟ ରଥଯାତ୍ରା










(function()var node=document.getElementById("mw-dismissablenotice-anonplace");if(node)node.outerHTML="u003Cdiv class="mw-dismissable-notice"u003Eu003Cdiv class="mw-dismissable-notice-close"u003E[u003Ca tabindex="0" role="button"u003Eଖାରଜu003C/au003E]u003C/divu003Eu003Cdiv class="mw-dismissable-notice-body"u003Eu003Cdiv id="localNotice" lang="or" dir="ltr"u003Eu003Cpu003Eu003Cbr /u003Enu003C/pu003Enu003Ccenteru003Enu003Cpu003Eu003Ca href="/wiki/%E0%AC%B8%E0%AC%B9%E0%AC%AF%E0%AD%8B%E0%AC%97:%E0%AC%93%E0%AC%A1%E0%AC%BC%E0%AC%BF%E0%AC%86%E0%AC%B0%E0%AD%87_%E0%AC%9F%E0%AC%BE%E0%AC%87%E0%AC%AA_%E0%AC%95%E0%AC%BF%E0%AC%AA%E0%AC%B0%E0%AC%BF_%E0%AC%95%E0%AC%B0%E0%AC%BF%E0%AC%AC%E0%AD%87" title="ସହଯୋଗ:ଓଡ଼ିଆରେ ଟାଇପ କିପରି କରିବେ"u003Eu003Cimg alt="Keyboard icon1.png" src="//upload.wikimedia.org/wikipedia/commons/thumb/5/59/Keyboard_icon1.png/60px-Keyboard_icon1.png" decoding="async" width="60" height="36" data-file-width="346" data-file-height="207" /u003Eu003C/au003Eu0026#160;u0026#160; u003Ca href="/wiki/%E0%AC%89%E0%AC%87%E0%AC%95%E0%AC%BF%E0%AC%AA%E0%AC%BF%E0%AC%A1%E0%AC%BC%E0%AC%BF%E0%AC%86:%E0%AC%9A%E0%AC%BE%E0%AC%9F%E0%AC%B8%E0%AC%AD%E0%AC%BE" title="ଉଇକିପିଡ଼ିଆ:ଚାଟସଭା"u003Eu003Cimg alt="Odia Wikipedia sitenotice.png" src="//upload.wikimedia.org/wikipedia/commons/thumb/7/7a/Odia_Wikipedia_sitenotice.png/500px-Odia_Wikipedia_sitenotice.png" decoding="async" width="500" height="46" data-file-width="2140" data-file-height="198" /u003Eu003C/au003Enu003C/pu003Enu003C/centeru003Eu003C/divu003Eu003C/divu003Eu003C/divu003E";());




ସୂର୍ଯ୍ୟ ଦେବତା




ଉଇକିପିଡ଼ିଆ ରୁ






Jump to navigation
Jump to search


ସୂର୍ଯ୍ୟଦେବ ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ଅନ୍ୟତମ ।


ସୂର୍ଯ୍ୟ, ଋଷି କାଶ୍ୟପଙ୍କ ପୁତ୍ର ଅଟନ୍ତି । ଅଦିତିଙ୍କ ଗର୍ଭରୁ ଜନ୍ମ ନେଇଥିଲେ । ବିଶ୍ୱକର୍ମାଙ୍କର ନନ୍ଦିନୀ ସଂଜ୍ଞା, ସ୍ୱର୍ଯ୍ୟଙ୍କ ପତ୍ନୀ । ସୂର୍ଯ୍ୟଙ୍କ ପୁତ୍ର ସନ୍ତାନ ମନୁ, ଯମ ଓ ପୁତ୍ରୀ ଯମୁନା ଅଟନ୍ତି । ସୂର୍ଯ୍ୟଙ୍କର ଅପର ପତ୍ନୀ ହେଉଛନ୍ତି ଛାୟା, ଯେ ଶନିଙ୍କ ଓ ତପତି ଙ୍କର ମାତା । ସୁଗ୍ରୀବ ଓ କର୍ଣ୍ଣ ମଧ୍ୟ ସୂର୍ଯ୍ୟଙ୍କର ପୁତ୍ର ଅଟନ୍ତି । ପକ୍ଷୀରାଜ ଗରୁଡ଼ଙ୍କ ଭାଇ ଅରୁଣ ସୂର୍ଯ୍ୟଙ୍କ ସାରଥୀ ଅଟନ୍ତି ।[୧]ପଶ୍ଚିମ ବଙ୍ଗରେ ସୂର୍ଯ୍ୟ, ଗଙ୍ଗାଦିତ୍ୟ, ମୁର୍ଶିଦାବାଦରେ କୁଶାଦିତ୍ୟ, ସାମାଦିତ୍ୟ ଏବଂ କୋଣାର୍କରେ ମିତ୍ରାଦିତ୍ୟ ନାମରେ ବିଦିତ ।
ଅଶ୍ୱରୂଢ଼ ସୂର୍ଯ୍ୟ ଦେବ ହେଉଛନ୍ତି ଦ୍ୱିଭୁଜ ଏବଂ ଚତୁର୍ଭୁଜ ରୂପେ ବର୍ଣ୍ଣିତ । କୋଣାର୍କରେ ସୂର୍ଯ୍ୟ ମୂର୍ତ୍ତିଙ୍କ ଦୁଇ ପାର୍ଶ୍ୱରେ କୁନ୍ତୀ ଓ ପିଙ୍ଗଳା ଅବସ୍ଥାନ କରିଛନ୍ତି । ହିନ୍ଦୁଙ୍କ ମତରେ ସୂର୍ଯ୍ୟଙ୍କ ରଥ ଗୋଟିଏ ଚକ ଓ ସାତୋଟି ଘୋଡ଼ାଦ୍ୱାରା ଚାଳିତ ।






ବିଷୟସୂଚୀ





  • ପୂଜା


  • ଗ୍ରନ୍ଥମାନଙ୍କରେ ସୂର୍ଯ୍ୟଙ୍କ ବର୍ଣ୍ଣନା


  • ସୂର୍ଯ୍ୟ ମନ୍ଦିର


  • ରଥଯାତ୍ରା


  • ଆଧାର




ପୂଜା


ଶାମ୍ବ ଦଶମୀ ତିଥିରେ ଓଡ଼ିଶାର ଘରେ ଘରେ ସୂର୍ଯ୍ୟ ପୂଜା ବା ବିରଞ୍ଚି ନାରାୟଣ ପୂଜା ଅନୁଷ୍ଠିତ ହୁଏ । ବ୍ରାହ୍ମଣମାନେ ସନ୍ଧ୍ୟା କରିବା ସମୟରେ ସୂର୍ଯ୍ୟ ମଣ୍ଡଳ ମଧ୍ୟବର୍ତ୍ତୀ ସର ସିଜାସନ ସନ୍ନିବିଷ୍ଟ ନାରାୟଣଙ୍କୁ ଧ୍ୟାନ କରନ୍ତି । ଗାୟତ୍ରୀ, ସାବିତ୍ରୀ, ସରସ୍ୱତୀ ଦେବୀମାନେ ମାନେ ମଧ୍ୟ ସୂର୍ଯ୍ୟ ମଣ୍ଡଳ ମଧ୍ୟସ୍ଥା । ବ୍ରାହ୍ମଣମାନେ ଗାୟତ୍ରୀ ମନ୍ତ୍ରରେ ସୂର୍ଯ୍ୟଙ୍କୁ ନାରାୟଣ ରୂପେ ସ୍ତବ କରନ୍ତି ।
ସୂର୍ଯ୍ୟଙ୍କର ବାର ମାସରେ ପୂଜନୀୟ ରୂପ ଯଥା:
ମାର୍ଗଶୀର - ମିତ୍ର, ପୌଷ - ବିଷ୍ଣୁ ସନାତନ, ମାଘ - ଅରୁଣ, ଫାଲ୍ଗୁନ- ସୂର୍ଯ୍ୟ, ଚୈତ୍ର - ବେଦାଙ୍ଗ, ବୈଶାଖ - ଭାନୁ, ଜ୍ୟେଷ୍ଠ - ଇନ୍ଦ୍ର, ଆଷାଢ଼ - ରବି, ଶ୍ରାବଣ - ଗଭସ୍ତି, ଭାଦ୍ରବ - ଯମ, ଆଶ୍ୱିନ - ସ୍ୱର୍ଣ୍ଣରେତା, କାର୍ତ୍ତିକ - ଦିବାକର, ଅଧିମାସ - ପୁରୁଷ (ଆଦିତ୍ୟ ହୃଦୟ) ।



ଗ୍ରନ୍ଥମାନଙ୍କରେ ସୂର୍ଯ୍ୟଙ୍କ ବର୍ଣ୍ଣନା


ବୌଦ୍ଧ ସାହିତ୍ୟ, ନାଥ ସାହିତ୍ୟ, ସାରଳା ସାହିତ୍ୟ, ପଞ୍ଚ ସଖା ସାହିତ୍ୟ, ମାଦଳା ପାଞ୍ଜି, ବିଷ୍ଣୁ କେଶରୀ ମାହାତ୍ମ୍ୟ, ନୃସିଂହ ପୁରାଣ, ବୈଦେହୀଶ ବିଳାସ, ବିଦଗ୍ଧ ଚିନ୍ତାମଣି ଆଦିରେ ସୂର୍ଯ୍ୟଙ୍କ ସ୍ତୁତି ବର୍ଣ୍ଣନା ହୋଇଛି । ଚୋଳଗଙ୍ଗଙ୍କ ସମୟରେ ସତ୍ୟାନନ୍ଦଙ୍କ ସଂସ୍କୃତିରେ ସୂର୍ଯ୍ୟସିଦ୍ଧାନ୍ତ ଗ୍ରନ୍ଥ ରଚନା ହୋଇଥିଲା । ଭାଗବତ, ରାମାୟଣ, ମହାଭାରତ, ମତ୍ସ୍ୟ ପୁରାଣ, ଅଗ୍ନି ପୁରାଣ, ତନ୍ତ୍ରସାର, ନୀଳାଦ୍ରି ମହୋଦୟ, ଶାମ୍ବ ପୁରାଣରେ ସୂର୍ଯ୍ୟଙ୍କ ବର୍ଣ୍ଣନା ଦେଖିବାକୁ ମିଳେ ।



ସୂର୍ଯ୍ୟ ମନ୍ଦିର


୧୨ଶ ଶତକରେ ଲାଙ୍ଗୁଳା ନରସିଂହଦେବଙ୍କଦ୍ୱାରା ଓଡ଼ିଶାରେ ସୂର୍ଯ୍ୟଦେବଙ୍କ ମନ୍ଦିର କୋଣାର୍କର ମୈତ୍ରେୟ ବନରେ ନିର୍ମିତ ହୋଇଥିଲା । ଏହିଠାରେ ଶାମ୍ବ ସୂର୍ଯ୍ୟଙ୍କୁ ପୂଜା କରି କୁଷ୍ଠ ବ୍ୟାଧି ମୁକ୍ତ ହୋଇଥିଲେ । ଏହି ମନ୍ଦିର ସୂର୍ଯ୍ୟଙ୍କ ରଥ ସଦୃଶ । ଓଡ଼ିଶାର ବୁଗୁଡ଼ା, ଭଦ୍ରକ ସହ କାଶ୍ମୀରର ମାର୍ତ୍ତଣ୍ଡ ମନ୍ଦିର, ଗୁଜରାଟ, ଉତ୍ତର ପ୍ରଦେଶରେ ସୂର୍ଯ୍ୟଙ୍କ ମନ୍ଦିର ଅଛି । ବୁଦ୍ଧଗୟା, ସାରନାଥ, ଏଲୋରା, ମାନ୍ଦାସୋର, ଇନ୍ଦୋର ପ୍ରଭୃତି ସ୍ଥାନରେ ସୂର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ମିଳେ ।



ରଥଯାତ୍ରା


ଚନ୍ଦ୍ରଭାଗା ତୀର୍ଥରେ ମାଘ ସପ୍ତମୀ ମେଳା ଓ ୨୭ ଦିନ ବ୍ୟାପି ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ ହୁଏ ।



ଆଧାର



  1. "ମହା ବିଷୁବ ସଂକ୍ରାନ୍ତିର ବୈଶିଷ୍ଟ୍ୟ (ଭାଗ ୧)". Retrieved 11 January 2017..mw-parser-output cite.citationfont-style:inherit.mw-parser-output .citation qquotes:"""""""'""'".mw-parser-output .citation .cs1-lock-free abackground:url("//upload.wikimedia.org/wikipedia/commons/thumb/6/65/Lock-green.svg/9px-Lock-green.svg.png")no-repeat;background-position:right .1em center.mw-parser-output .citation .cs1-lock-limited a,.mw-parser-output .citation .cs1-lock-registration abackground:url("//upload.wikimedia.org/wikipedia/commons/thumb/d/d6/Lock-gray-alt-2.svg/9px-Lock-gray-alt-2.svg.png")no-repeat;background-position:right .1em center.mw-parser-output .citation .cs1-lock-subscription abackground:url("//upload.wikimedia.org/wikipedia/commons/thumb/a/aa/Lock-red-alt-2.svg/9px-Lock-red-alt-2.svg.png")no-repeat;background-position:right .1em center.mw-parser-output .cs1-subscription,.mw-parser-output .cs1-registrationcolor:#555.mw-parser-output .cs1-subscription span,.mw-parser-output .cs1-registration spanborder-bottom:1px dotted;cursor:help.mw-parser-output .cs1-ws-icon abackground:url("//upload.wikimedia.org/wikipedia/commons/thumb/4/4c/Wikisource-logo.svg/12px-Wikisource-logo.svg.png")no-repeat;background-position:right .1em center.mw-parser-output code.cs1-codecolor:inherit;background:inherit;border:inherit;padding:inherit.mw-parser-output .cs1-hidden-errordisplay:none;font-size:100%.mw-parser-output .cs1-visible-errorfont-size:100%.mw-parser-output .cs1-maintdisplay:none;color:#33aa33;margin-left:0.3em.mw-parser-output .cs1-subscription,.mw-parser-output .cs1-registration,.mw-parser-output .cs1-formatfont-size:95%.mw-parser-output .cs1-kern-left,.mw-parser-output .cs1-kern-wl-leftpadding-left:0.2em.mw-parser-output .cs1-kern-right,.mw-parser-output .cs1-kern-wl-rightpadding-right:0.2em




"https://or.wikipedia.org/w/index.php?title=ସୂର୍ଯ୍ୟ_ଦେବତା&oldid=355580" ରୁ ଅଣାଯାଇଅଛି










ଦିଗବାରେଣି ମେନୁ




























(RLQ=window.RLQ||[]).push(function()mw.config.set("wgPageParseReport":"limitreport":"cputime":"0.096","walltime":"0.126","ppvisitednodes":"value":81,"limit":1000000,"ppgeneratednodes":"value":0,"limit":1500000,"postexpandincludesize":"value":2002,"limit":2097152,"templateargumentsize":"value":0,"limit":2097152,"expansiondepth":"value":2,"limit":40,"expensivefunctioncount":"value":0,"limit":500,"unstrip-depth":"value":0,"limit":20,"unstrip-size":"value":1954,"limit":5000000,"entityaccesscount":"value":0,"limit":400,"timingprofile":["100.00% 88.267 1 ଛାଞ୍ଚ:Cite_web","100.00% 88.267 1 -total"],"scribunto":"limitreport-timeusage":"value":"0.055","limit":"10.000","limitreport-memusage":"value":1412013,"limit":52428800,"cachereport":"origin":"mw1243","timestamp":"20190512021536","ttl":2592000,"transientcontent":false););"@context":"https://schema.org","@type":"Article","name":"u0b38u0b42u0b30u0b4du0b2fu0b4du0b5f u0b26u0b47u0b2cu0b24u0b3e","url":"https://or.wikipedia.org/wiki/%E0%AC%B8%E0%AD%82%E0%AC%B0%E0%AD%8D%E0%AC%AF%E0%AD%8D%E0%AD%9F_%E0%AC%A6%E0%AD%87%E0%AC%AC%E0%AC%A4%E0%AC%BE","sameAs":"http://www.wikidata.org/entity/Q204418","mainEntity":"http://www.wikidata.org/entity/Q204418","author":"@type":"Organization","name":"Contributors to Wikimedia projects","publisher":"@type":"Organization","name":"Wikimedia Foundation, Inc.","logo":"@type":"ImageObject","url":"https://www.wikimedia.org/static/images/wmf-hor-googpub.png","datePublished":"2017-01-11T11:27:21Z","dateModified":"2018-12-15T23:02:12Z","headline":"u0b39u0b3fu0b28u0b4du0b26u0b41 u0b26u0b47u0b2cu0b24u0b3e"(RLQ=window.RLQ||[]).push(function()mw.config.set("wgBackendResponseTime":139,"wgHostname":"mw1333"););

Popular posts from this blog

Invision Community Contents History See also References External links Navigation menuProprietaryinvisioncommunity.comIPS Community ForumsIPS Community Forumsthis blog entry"License Changes, IP.Board 3.4, and the Future""Interview -- Matt Mecham of Ibforums""CEO Invision Power Board, Matt Mecham Is a Liar, Thief!"IPB License Explanation 1.3, 1.3.1, 2.0, and 2.1ArchivedSecurity Fixes, Updates And Enhancements For IPB 1.3.1Archived"New Demo Accounts - Invision Power Services"the original"New Default Skin"the original"Invision Power Board 3.0.0 and Applications Released"the original"Archived copy"the original"Perpetual licenses being done away with""Release Notes - Invision Power Services""Introducing: IPS Community Suite 4!"Invision Community Release Notes

Canceling a color specificationRandomly assigning color to Graphics3D objects?Default color for Filling in Mathematica 9Coloring specific elements of sets with a prime modified order in an array plotHow to pick a color differing significantly from the colors already in a given color list?Detection of the text colorColor numbers based on their valueCan color schemes for use with ColorData include opacity specification?My dynamic color schemes

In Tikz, how to set a node's label alignment to the left?Rotate a node but not its content: the case of the ellipse decorationHow to define the default vertical distance between nodes?Numerical conditional within tikz keys?TikZ/ERD: node (=Entity) label on the insideLine up nested tikz enviroments or how to get rid of themVertically align a tikzpicture and forestDrawing tikz line in the margin for multiple pagesLongtable, contained tikz, padding, custom columns, and an alignment issueTikZ: define arrow starting position based on style and format node labelAlign node name in Tikz